ଯିହୂଦା ଯାକୁବଙ୍କ ଭାଇ. ଅନ୍ୟ ଭାଷାନ୍ତରରେ : "ମୁଁ ଯିହୂଦା, ଜଣେ ଦାସ |"(ଦେଖ : ଅନୁବାଦ ନାମଗୁଡ଼ିକ)
ଯାକୁବ ଓ ଯିହୁଦା ଯୀଶୁଙ୍କ ଭାଇମାନେ ଅଟନ୍ତି |
“ପିତା ଈଶ୍ୱର ତୁମ୍ଭମାନଙ୍କୁ ଭଲ ପାଆନ୍ତି "
“ଏବଂ ଏବେ ସୁରକ୍ଷିତ ଯେ ସେମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି”
."ତୁମ୍ଭ" ସୁଚାଏ ସମସ୍ତ ଖ୍ରୀଷ୍ଟିଆନ୍ ମାନଙ୍କୁ ଯିଏ ଏହି ଚିଠି ଗ୍ରହଣ କରିବାକୁ ଯାଉଛନ୍ତି | ଅନ୍ୟ ଭାଷାନ୍ତର "ଆପଣଙ୍କ ପ୍ରତି ଦୟା.ଶାନ୍ତି ଓ ପ୍ରେମ ବହୁତ ବାର ବୃଦ୍ଧି ହେଉ." (ଦେଖ: ତୁମ୍ଭର ବିଭିନ୍ନତା)
“ମୁଁ ତୁମ୍ଭକୁ ଲେଖିବାକୁ ବହୁତ ଉତ୍ସୁକ ଥିଲି" (ଦେଖ: ତୁମ୍ଭର ପ୍ରକାରତା)
“ଆମେ ସେହି ପରିତ୍ରାଣର ଅଂଶୀ ହେବା ” (ଦେଖ: ଅନ୍ତର୍ଭୁକ୍ତ)
“ମୋର ବିଶେଷ କିଛି ଲେଖିବା ଜରୁରୀ ଅନୁଭବ କଲି ବା "ମୁଁ କିଛି ଜରୁରୀ ଲେଖିବା ପାଇଁ ଅନୁଭବ କଲି”
"ପ୍ରୋତ୍ସାହିତ କରେ ସତ ଶିକ୍ଷା ନିମନ୍ତେ ତୁମ୍ଭକୁ ପ୍ରତିରକ୍ଷା କରିବାକୁ ପଡିବ”
“ଈଶ୍ୱର ଏହି ସତ୍ୟ ଶିକ୍ଷା ପ୍ରଦାନ କଲେ”
“କିଛି ଲୋକ ବିଶ୍ୱାସୀମାନଙ୍କ ମଧ୍ୟରୁ ସେମାନଙ୍କ ଧ୍ୟାନ ଆକର୍ଷଣ ନ କରି ଆସିଛନ୍ତି"
“କିଛି କାଳ ପୁର୍ବରୁ ଲେଖା ଯାଇଥିଲା ଯେ କି ଏହି ଲୋକମାନେ ଦୋଷୀ ସାବ୍ୟସ୍ତ ହେବେ ”
“କିଏ ଶିକ୍ଷା ଦିଅନ୍ତି ଯେ ପରମେଶ୍ଵରଙ୍କ ଅନୁଗ୍ରହର ଅନୁମତିରେ ଜଣେ ଯୌନ ପାପରେ ଲିପ୍ତ ରହନ୍ତି"
ଏହି ଲୋକମାନେ ଶିକ୍ଷା ଦିଅନ୍ତି ଯେ ଯୀଶୁ ଖ୍ରୀଷ୍ଟ ସତ୍ୟ ନୁହଁନ୍ତି କିମ୍ବା କେବଳ ଈଶ୍ୱରଙ୍କ ନିକଟକୁ ମାର୍ଗ ନୁହନ୍ତି.
କହିବା କଥା ଯେ ସତ କିଛି ନାହିଁ |
“ମୁଁ ତୁମ୍ଭକୁ ମନ ପକାଇଦେବା ପାଇଁ ଚାହୁଁଛି”
ଯିହୂଦା ମୁଖ୍ୟତଃ ମୋଶାଙ୍କ ଲିଖିତ ଗୁଡିକୁ ସୁଚାଏ ଯେ ସେମାନେ ଶିକ୍ଷା ପାଇଛନ୍ତି | ଅନ୍ୟ ଭାଷାନ୍ତରରେ : “ତୁମ୍ଭେ ମୋଶାଙ୍କ ଲିଖିତ ଗୁଡିକୁ ଜାଣ |" (ଦେଖ: ସ୍ପଷ୍ଟବାଦୀ ଏବଂ ନିଃସନ୍ଦିଗ୍ଧ ଭାବରେ )
“ବହୁତ ପୂର୍ବରୁ ମିଶରରୁ ଇସ୍ରାଏଲ୍ମାନଙ୍କୁ ପ୍ରଭୁ ବଞ୍ଚେଇଲେ"
“କିଛି ସମୟ ପରେ” କିମ୍ବା " କିଛି କାଳପରେ ଘଟିଅଛି”
ଦୂତଗଣ ସେମାନଙ୍କୁ ଦତ୍ତ ନିଜର ସ୍ଥିତି ଓ ସେମାନଙ୍କ ଦତ୍ତ ଦାୟିତ୍ୱଗୁଡିକୁ ବଜାଇ ରଖି ପାରିଲେ ନାହିଁ |
“ସେମାନେ ସେମାନଙ୍କର ସେହି ସମର୍ପିତ ସ୍ଥାନକୁ ପରିତ୍ୟାଗ କଲେ”
"ପ୍ରଭୁ ଏହି ଦୁତମାନଙ୍କୁ ଅନ୍ଧାକାରରେ ବନ୍ଦୀ କଲେ "
ଅନ୍ତିମ ଦିନରେ ପ୍ରଭୁ ସମସ୍ତଲୋକଙ୍କୁ ବିଚାର କରନ୍ତି.
ଏହାର ତୁଳନାରେ କିପରି ସ୍ବର୍ଗଦୁତମାନେ ଛାଡିଦେଲେ ସଦୋମ ଓ ଗମୋରାଙ୍କୁ ଲୋକମାନଙ୍କର ସମର୍ପିତ କାମ କରିବାକୁ.
" ଓ ସେମାନଙ୍କ ନିକଟରେ ଅନ୍ୟ ସହର ଗୁଡିକୁ "
ସଦୋମ ଓ ଗମୋରା ଯୋନ ଅନୈତିକତା କରିବା ପାଇଁ ସେହି ରୂପରେ ଦୂତମାନଙ୍କୁ ଅନୁକରଣ କରିବା ପାଇଁ ମନ୍ଦ ବିଷୟଗୁଡିକ ଅନୁକରଣ କଲେ .
ବିବାହ ବାହ୍ୟପାର୍ଶରେ ଲୋକମାନେ ଯୌନ ସମ୍ପର୍କ ରଖିଲେ | ଏବଂ ପୁରୁଷମାନେ ପୁରୁଷମାନଙ୍କ ମଧ୍ୟ ସହବାସ କଲେ ଓ ମହିଳାମାନେ ମହିଳାମାନଙ୍କ ସହିତ.ସହବାସ କଲେ |
"ସଦୋମ ଓ ଗମୋରାର ଲୋକମାନେ ଦେଇଥିଲେ"
ଲୋକଙ୍କ ବିନାଶ ପାଇଁ ସଦୋମ ଓ ଗମୋରା ଗୋଟିଏ ଉଦାହରଣ ସ୍ଵରୂପେ ଯିଏ ପ୍ରଭୁଙ୍କୁ ଅସ୍ୱୀକାର କରନ୍ତି.
“ସେହି ଲୋକମାନଙ୍କୁ ଦର୍ଶାଏ ଯେଉଁମାନେ ଈଶ୍ଵରଙ୍କୁ ଆଗ୍ରାହ୍ୟନ କରନ୍ତି, ଯେଉଁମାନେ ଆପଣା ଶରୀରକୁ ଅନୈତିକ ଯୌନକ୍ରିୟା ଦ୍ଵାରା ପ୍ରଦୁଷଣ କରନ୍ତି ଯେପରି ଗୋଟିଏ ଝରଣାରେ ଆବର୍ଜନାକୁ ଫୋପାଡିବା ଦ୍ଵାରା ପାଣି ପିଇବା ନିମନ୍ତେ ଅଯୋଗ୍ୟ ହୋଇଥାଏ.
“ପ୍ରଭୁଁଙ୍କ ଅଦ୍ଭୁତ ଦୂତଙ୍କ ବିଷୟରେ”
ଶରୀରର ଅଧିକାର କିଏ ନେବେ. ସେଇ ବିଷୟରେ ସେମାନେ ତର୍କ କରୁଥିଲେ ଅନ୍ୟ ଭାଷାନ୍ତରରେ : “କିଏ ଶରୀରରକୁ ଅଧିକାର ନେବ ସେହି ବିଷୟରେ ତର୍କ. (ଦେଖ: ସ୍ପଷ୍ଟବାଦୀ ଏବଂ ନିଃସନ୍ଦିଗ୍ଧ ଭାବରେ )
ମୀଖାୟେଲ ଶଇତାନକୁ ଗାଳି ଦେବାଠାରୁ ବିଚ୍ୟୁତ ହେଲେ | ଅନ୍ୟ ଭାଷାନ୍ତର “ସେ ଦୁରେଇ ରଖିଲେ”
“ଦୃଢ ସମାଲୋଚନା କିମ୍ବା ଅନାଦର ଶବ୍ଦଗୁଡିକ ”
“ଏହି ଲୋକମାନଙ୍କୁ" ପୂର୍ବରେ ଉଲ୍ଲେଖ କରାଯାଇଥିବା ଧର୍ମଭ୍ରଷ୍ଟ ଲୋକମାନେ.
“ଅଭଦ୍ରପୁର୍ବକ ଯେ କୌଣସି ବିଷୟ ବିରୁଦ୍ଧରେ କଥା କହନ୍ତି ଯେ ସେମାନେ କିଛି ବି ଅର୍ଥ ଜାଣନ୍ତି ନାହିଁ”
କୟିନ ତାଙ୍କ ଭାଇ ହେବଲର ହତ୍ୟା କଲେ
ବିଲୀୟାମ ଭବିଷ୍ୟଦ୍ବାଣୀ କରିବା ପାଇଁ ଟଙ୍କା ମାଗିବା
କୋରହ ମୋଶାଙ୍କର ନେତୃତ୍ୱ ଓ ହାରୋଣର ଯାଜକତ୍ୱ ବିରୁଦ୍ଧରେ ବିଦ୍ରୋହ କଲେ |
ଯିହୂଦାଙ୍କ ଗୋଟିଏ ତୁଳନାତ୍ମକ ରୂପରେ ଶୃଙ୍ଖଳା କ୍ରମାଗତ ସହ ରହିଅଛି
“ଏହି ଲୋକମାନେ" ଅର୍ଥାତ୍ ଧର୍ମଭ୍ରଷ୍ଟ ଲୋକମାନଙ୍କୁ ବୁଝାଏ |
ପାଣିର ତଳେ ଚଟାଣ ପରି ରହନ୍ତି ଯାହା କି ଜାହାଜ ଡୁବିବା ପାଇଁ ବିପଦ ଥାଏ ସେହିପରି ଏହିଲୋକ ମାନେବିଶ୍ୱାସୀମାନଙ୍କ ପ୍ରତି ବିପଦ ଅଟନ୍ତି“ ଅନ୍ୟ ଭାଷାନ୍ତରରେ : କିଏ ସେହି ବିପଦଜନକ ଚଟାଣ ପରି ତଳେ ଲୁଚି ଅଛି | (ଦେଖ: ତୁଳନାତ୍ମକ)
" ଆପଣଙ୍କ ସହଭାଗିତା ଭୋଜିରେ ଖାଆନ୍ତି. ଯେତେବେ ସେ ଅପଣଙ୍କ ସହ ଭୋଜନ କରନ୍ତି
ବାଦଲ କିପରି ଉଦ୍ୟାନରେ ପାଣି ପ୍ରଦାନ କରେନାହିଁ, ସେହିପରି ଏହି ଲୋକମାନେ ,ବିଶ୍ୱାସୀମାନଙ୍କ ପାଇଁ ଯତ୍ନ ନିଅନ୍ତି ନାହିଁ | (ଦେଖ: ତୁଳନାତ୍ମକ)
କିଛି ଗଛ ଗ୍ରୀଷ୍ମର ଶେଷରେ ଫଳ ଉପୁଜାନ୍ତି ନାହିଁ| ତେଣୁ ଏହି ଧର୍ମଭ୍ରଷ୍ଟ ଲୋକମାନଙ୍କ ଧାର୍ମିକତାର ବିଶ୍ୱାସ ଓ କର୍ମଗୁଡିକ ନ ଥାଏ |(ଦେଖନ୍ତୁ: ତୁଳନାତ୍ମକ)
ଗଛପରି ଦୁଇଥର ମୃତ ହୋଇଛନ୍ତି ଯେପରି କାକର ଫଳ ଉତ୍ପନ କରେ ନାହିଁ ସେହିପରି ଧର୍ମଭ୍ରଷ୍ଟ ଲୋକମାନଙ୍କ ଅର୍ଥ ନ ଥାଏ ଓ ସେମାନଙ୍କ ଜୀବନ ଧାରଣର କିଛି ମାନେ ନ ଥାଏ |(ଦେଖ: ତୁଳନାତ୍ମକ)
ଗଛପରି ପୁରାପୁରି ମୂଳ ଜମିରୂ ସମ୍ପୁର୍ଣ୍ଣ ବାହାର କରାଯାଇଛି, ସେହିପରି ଧର୍ମଭ୍ରଷ୍ଟ ଲୋକମାନଙ୍କୁ ପରମେଶ୍ୱରଙ୍କ ଜୀବନର ସ୍ରୋତରୁ ସେମାନଙ୍କୁ ଅଲଗା କରାଯାଇଅଛି |
ସମୁଦ୍ରର ଉତ୍ତାଳ ଲହରୀ ଯେପରି ଗୋଟିଏ ପ୍ରବଳ ପବନରେ ଉଡୁଛି ,ସେପରି ଧର୍ମଭ୍ରଷ୍ଟ ଲୋକମାନଙ୍କର କଠୋର ମୂଳଦୁଆ ବିଶ୍ୱାସରେ ଦୃଢ ନ ଥାଏ ଓ ସହଜରେ ଅନ୍ୟ ଦିଗକୁ ବାହି ନେଇଯାଏ (ଦେଖ: ତୁଳନାତ୍ମକ)
ପବନ ରୁପରେ ବିଶୃଙ୍ଖଳ ଲହରୀ ମଇଳା ପାଣିକୁ ହଲଚଲ କରି ଉପରକୁ ଉଠାଏ ,ତେବେ ଏହି ଲୋକମାନଙ୍କ ତାଙ୍କର ମିଛ ଅଧ୍ୟାପନା ଓ ନିଜର କାର୍ଯ୍ୟ ମାଧ୍ୟମରେ ଲାଜରେ ପୋତି ହୁଅନ୍ତି |
ସେହିପରି କିଛି ତାରାମାନେ ଅପ୍ରତ୍ୟାଶିତ ଦିଗରେ ଘୁରିବୁଲନ୍ତି ସେହିପରି ତୁମ୍ଭେ ଏହି ଲୋକୋମନଙ୍କ ପଥ ଅନୁକରଣ କରିବା ଉଚିତ୍ ନୁହେଁ | (ଦେଖ: ତୁଳନାତ୍ମକ)
ଯିହୂଦା ଧର୍ମଭ୍ରଷ୍ଟ ଲୋକମାନଙ୍କ ବିରୋଧରେ କହିବା ଜାରିରଖିଛନ୍ତି
ଏହାର ଅର୍ଥ ଧର୍ମଭ୍ରଷ୍ଟ ଲୋକମାନଙ୍କୁ ଉଲ୍ଲେଖ କରେ |
ଆଦମଙ୍କଠାରୁ ସପ୍ତମ ପୀଢ଼ି |କିଛି ଅନୁବାଦ ହେଇପାରେ ତାହା ଷଷ୍ଠ ପଂକ୍ତିରେ କହିବା ନିର୍ଭର କରେ ଯଦି ଆଦାମଙ୍କଠାରୁ ଗୋଟିଏ ପିଢି ରୂପରେ ଗଣାଯାଏ |
“ମନୋଯୋଗକର, ପ୍ରଭୁ”,କିମ୍ବା “ଦେଖ,ପ୍ରଭୁ”
“ସବୁ କର୍କଶ ଶବ୍ଦଗୁଡିକ”
ଲୋକ ଯାହାର ଅବଜ୍ଞାକାରୀ ହୃଦୟ ,ଓ ସବୁବେଳେ ଠିକ କଥା କରିବାରେ ପ୍ରବଳ ବିରୋଧୀ . ଅସନ୍ତୋଷ ପ୍ରକାଶ କରୁଥିବା ବ୍ୟକ୍ତି ଏମିତି ନୀରବରେ କରନ୍ତି,ଅଭିଯୋଗ କରୁଥିବା ବ୍ୟକ୍ତି ଏହିପରି ଅଧିକା ମୁକ୍ତରେ କରନ୍ତି |
ଲୋକ ଅଛନ୍ତି ଯେଉଁମାନେ ନିଜକୁ ପ୍ରଶଂସା କରନ୍ତି ଯାହାକି ଅନ୍ୟମାନେ ଶୁଣିପାରିବେ |
“ପ୍ରେରିତମାନେ ଆପଣଙ୍କୁ କହିଲେ"
ଯିହୂଦା ଉପହାସ କରୁଥିବା ବ୍ୟକ୍ତିଙ୍କୁ ଦର୍ଶାନ୍ତି |
“ଉପହାସ କରୁଥିବା ବ୍ୟକ୍ତିମାନେ ବିଶ୍ୱାସୀମାନଙ୍କ ମଧ୍ୟରେ ବିବାଦ ତିଆରି କରେ”
“ଉପହାସକ ବ୍ୟକ୍ତି ଯୌନ ପାପ ନିମନ୍ତେ ଅନୁସରଣ କରାଇବେ |
ଯେପରି ଆପଣମାନେ ଶରୀରରେ ବଲବାନ ଓ ସ୍ଵସ୍ଥ୍ୟବାନ ହୋଇ ବିକଶିତ ହୁଅନ୍ତି, ସେହିପରି ଆପଣମାନେ ଶରୀରେ ଈଶ୍ଵରଙ୍କ ଜ୍ଞାନରେ ମନ ଏବଂ ଆତ୍ମାରେ ବଲବାନ ଓ ବିକଶିତ ହୁଅ
“ଆଗ୍ରହ ସହିତ ଅଗ୍ରଗାମୀ ହୁଅନ୍ତି…”
“କିଛି ଲୋକ ଅଛନ୍ତି ଯିଏ କି ବିଶ୍ୱାସ କରନ୍ତି ନାହିଁ ଯେ ଈଶ୍ୱର ହିଁ ଈଶ୍ୱର ଅଟନ୍ତି”
" ଯେପରି ସେମାନେ ନିଆଁର ହ୍ରଦରେ ଯିବାକୁ ପଡିବ ନାହିଁ"
“ଅନ୍ୟମାନଙ୍କ ଦୟାଶୀଳ ହୁଅ କିନ୍ତୁ ସେମାନଙ୍କ ପରି ପାପର ଡର ଥାଉ "
“ ଏପରି କି ସେମାନଙ୍କ ପରିଧାନକୁ ଘୃଣା କର କାରଣ ପାପ ଦ୍ୱାରା ଅଶୁଦ୍ଧ ହୋଇଅଛନ୍ତି|” ସେମାନେ ଏତେ ପାପ ଦ୍ୱାରା ଅଶୁଦ୍ଧ ଯେ ସେମାନଙ୍କ କପଡା ମଧ୍ୟ ଅଶୁଦ୍ଧ ଭାବେ ଗଣାଯାଏ |
ଠିକ୍ ଜଣେ ଯେତେବେଳେ ଚାଲେ ଯାତ୍ରା ପଥରେ ପଥର ଉପରେ ମାଡି ପଡେ, ସେପରି ପାପରେ ଈଶ୍ୱରଙ୍କ ଆଗରେ ଝୁଣ୍ଟି ପଡେ | ଅନ୍ୟ ଭାଷାନ୍ତରରେ :“ତାଙ୍କ ଉପରେ ଭରସା ରଖି ସାହାଯ୍ୟ ଜାରି ରଖିବା |” (ଦେଖ: ତୁଳନାତ୍ମକ)
ଯାହାଙ୍କର ମହିମା ଉଜ୍ଜଳ ଅଲୋକକୁ ଯେ ତାଙ୍କ ଉତ୍ତମତାକୁ ପ୍ରକାଶକରିବ | ଅନ୍ୟ ଭାଷାନ୍ତରରେ : ଏବଂ ତାଙ୍କ ମହିମାର ଆନନ୍ଦ ଓ ପୂଜା ପାଇଁ ଆପଣଙ୍କୁ ଅନୁମତି ମିଳିବ|”
“ ପାପ ବିନା ଏବଂ ମହାନ୍ ଖୁସି କିମ୍ବା ଓ କୌଣସି ପାପ ବିନା ଏବଂ ଆପଣ ଖୁସିରେ ଭରିଯିବେ”
କେବଳ ପରମେଶ୍ୱର ଉଦ୍ଧାର ଆମକୁ କରନ୍ତି, କାରଣ ଯୀଶୁ ଖ୍ରୀଷ୍ଟ କଣ କଲେ |”
ଆମେନ୍ ପରମେଶ୍ୱର ସର୍ବଦା ଥିଲେ, ଅଛନ୍ତି ଏବଂ ଗୌରବମୟ ଭାବେ ରହିବେ, ସମ୍ପୂର୍ଣ୍ଣ ଅଧିନାୟକତ୍ତ୍ୱ ଏବଂ ସମସ୍ତ ବିଷୟର ପୂର୍ଣ୍ଣ ଅଧିକାର |